ପେରିତ୍ 28:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 କାଇକେ ବଇଲେ ଏ ଲକ୍ମନର୍ ମନ୍ ବେସି ଆଁଟ୍, ସେମନ୍ ନିଜର୍ ନିଜର୍ ଆଁକି ଲିମିଦେଇ ଆଚତ୍ ଆରି କାନ୍ ଚୁଟି ଦେଇ ଆଚତ୍, ସେମନ୍ ଜଦି ଆଁକି ଦେକ୍ତାଇ, ଆରି ଚୁଟି ଅଇଲା କାନ୍ ଉଗାଡି ସୁନ୍ତାଇ । ସେନ୍ତାର୍ ଆଲେ ସେମନ୍ ମନେ ମନେ ବୁଜ୍ତାଇ । ଆରି ସେମନ୍ ମର୍ଲଗେ ବାଅଡ୍ତାଇ ଆରି ମୁଇ ସେମନ୍କେ ନିକ କର୍ତି । ଏଟା ପରମେସର୍ କଇଲାନି । Viz kapitola |