Online Bible

- Reklamy -




ପେରିତ୍‌ 28:11 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

11 ସେ ଜାଗାଇଅନି ବାରଇବାକେ ଆମ୍‌କେ ତିନ୍‌ମାସ୍‌ ଲାଗ୍‌ଲା । ସିତ୍‌ଦିନ୍‌ ଅଇରଇଲାକେ ତବିର୍‌ଅଇଲା ଆଲେକ୍‌ଜାଣ୍ଡ୍‌ରିଆ ନଅରେଅନି ଆସିରଇବା ଗଟେକ୍‌ ଜାଜେ ଆମେ ବାରଇଲୁ । ସେ ଜାଜର୍‌ ନାଉଁ ରଇଲା ଜଁଲି ଦେବ୍‌ତା ।

Viz kapitola kopírovat




ପେରିତ୍‌ 28:11

Následuj nás:

Reklamy


Reklamy