Online Bible

- Reklamy -




ପେରିତ୍‌ 27:43 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

43 ମାତର୍‌ ସେନାପତି ପାଉଲର୍‌ ଜିବନ୍‌ ବଁଚାଇବି ବଲି ବାବ୍‌ତେ ରଇଲା । ତେବେ ସେ ସନିଅମନ୍‌କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍‌କି ପଅଁରି ପାର୍‌ବା ସବୁ ଲକ୍‌ମନ୍‌କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍‌ ଦେଲା ।

Viz kapitola kopírovat




ପେରିତ୍‌ 27:43

Následuj nás:

Reklamy


Reklamy