ପେରିତ୍ 25:26 - ସତିଅର୍ ବାଟ୍ ନୁଆ ନିୟମ୍ 202026 ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି । Viz kapitola |