ପେରିତ୍ 25:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି । Viz kapitola |