Online Bible

- Reklamy -




ପେରିତ୍‌ 25:23 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

23 ତାର୍‌ ଆର୍‌କର୍‌ ଦିନେ ଆଗ୍‌ରିପା ଆରି ବର୍‌ନିସ୍‌ ଆସି କେଟ୍‌ଲାଇ । ସେମନ୍‌ ରାଜାମନ୍‌ ପିନ୍ଦ୍‌ଲାପାରାଟା ପିନ୍ଦିର ଇଲା । ସନିଅମନର୍‌ ନେତାମନ୍‌ ଆରି ସେ ଗଡର୍‌ ବଡ୍‌ ବଡ୍‌ ଲକ୍‌ମନର୍‌ ସଙ୍ଗ୍‍ ବେସି ଡାକ୍‌ପୁଟା ସଙ୍ଗ୍‍ ଆସି, ବିଚାର୍‌ନା ଜାଗାଇ ପୁର୍‌ଲାଇ । ପେସ୍‌ଟସ୍‌ ଆଦେସ୍‌ କଲାକେ, ପାଉଲ୍‌କେ ବିତ୍‌ରେ ଆନ୍‌ଲାଇ ।

Viz kapitola kopírovat




ପେରିତ୍‌ 25:23

Následuj nás:

Reklamy


Reklamy