ପେରିତ୍ 23:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ତାକର୍ ଦଦାପେଲା ଅଦିକ୍ ଅଦିକ୍ ଅଇଗାଲାକେ ଲକ୍ମନ୍ ପାଉଲ୍କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍ ମୁକିଅ ଡର୍ଲା । ତେବେ ସେ ଗଣ୍ଡ୍ଗଲ୍ ଅଇବା ଲକ୍ମନର୍ ବିତ୍ରେଅନି ପାଉଲ୍କେ ରକିଆ କରି ଗଡ୍ ବିତ୍ରେ ଦାରି ଜିବାକେ ସନିଅମନ୍କେ ତିଆର୍ଲା । Viz kapitola |