ପେରିତ୍ 1:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ । Viz kapitola |