୨ୟ କରନ୍ତିୟ 7:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ମାତର୍ ମୁଇ ଏବେ ସାର୍ଦାସଙ୍ଗେ ଆଚି । ତମ୍କେ ଦୁକ୍ଦେଇ ଆଚି ବଲିକରି ନାଇ, ମାତର୍ ସେ ଦୁକର୍ ଲାଗି ତମେ ତମର୍ ଚଲାଚଲ୍ତି ବଦ୍ଲାଇଲାସ୍ । ସେ ଆସିରଇବା ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍ଆଲେ ଆମେ ତମର୍ ପାଇ କାଇ ବାଦା ଆନୁନାଇ । Viz kapitola |