Online Bible

- Reklamy -




୨ୟ କରନ୍ତିୟ 6:2 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

2 ପର୍‌ମେସର୍‌ କଇବାଟା ସୁନା । “ ତମ୍‌କେ ଦୟା ଦେକାଇବା ବେଲା ସମାନ୍‌ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍‌ଲି । ଜନ୍‌ ଦିନେ ମୁଇ ମୁକ୍‌ଲାଇବା ଦିନ୍‌ ବଲି ଟିକ୍‌ କଲି, ସେ ଦିନେ ମୁଇ ତମ୍‌କେ ସାଇଜ କଲି ।” ସୁନା ! ପର୍‌ମେସର୍‌ ତମ୍‌କେ ତାର୍‌ ଆଲାଦ୍‌ ଦେକାଇବି ବଲି, ଟିକ୍‌ କଲା ଦିନ୍‌ ଆଜିସେ । ତମର୍‌ ପାପର୍‌ ଡଣ୍ଡେ ଅନି ସେ ତମ୍‌କେ ରକିଆ କର୍‌ବା ଦିନ୍‌ ଆଜି ସେ ।

Viz kapitola kopírovat




୨ୟ କରନ୍ତିୟ 6:2

Následuj nás:

Reklamy


Reklamy