୨ୟ କରନ୍ତିୟ 5:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି । Viz kapitola |