୨ୟ କରନ୍ତିୟ 3:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ସେବେଲେ ଇସ୍ରାଏଲର୍ ଲକ୍ମନ୍ ନ ବୁଜ୍ତେରଇଲାଇ, ତାକର୍ ମନ୍ ଡାବ୍ଲା ପାରା ଅଇରଇଲା । ଆରି ସେମନ୍ ପୁର୍ନା ରାଜିନାମାର୍ ବଇମନ୍ ପଡ୍ଲାଇନି ଜେ ଏବ୍କେ ଜାକ ବୁଜତ୍ ନାଇ । ଜେଡେବେଲେ ଜାକ ସେମନ୍ କିରିସ୍ଟର୍ତେଇ ନ ମିସି ରଅତ୍, ସେ ବେଲା ଜାକ ତାକର୍ ମନର୍ ଡାବ୍ନା ନ ବେଟି ଅଏ । Viz kapitola |