Online Bible

- Reklamy -




୨ୟ କରନ୍ତିୟ 11:23 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

23 ସେମନ୍‌ ଜଦି ଆମେ କିରିସ୍‌ଟର୍‌ ଦାଙ୍ଗ୍‌ଡା ବଇଲେ, ମୁଇ ମିସା ଗଟେକ୍‌ ଦାଙ୍ଗ୍‌ଡା । ମାତର୍‌ ସେମନର୍‌ ଟାନେ ଅନି ମୁଇ ଅଦିକ୍‌ ନିକ ଦାଙ୍ଗ୍‌ଡା । ନିଜ୍‌କେ ବଡ୍‌ କରାଇ ମୁଇ ଗଟେକ୍‌ ବାୟାଲକର୍‌ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍‌ଟାନେ ଅନି ଅଦିକ୍‌ ଆବଡ୍‌ କାମ୍‌ କରିଆଚି, ଅଦିକ୍‌ ତର୍‌ ବନ୍ଦିଗରେ ରଇଆଚି, ଅଦିକ୍‌ ତର୍‌ ମାଡ୍‌ କାଇଆଚି, ଅଦିକ୍‌ ତର୍‌ ମଲାସମାନ୍‌ ଅଇଜାଇରଇଲି ।

Viz kapitola kopírovat




୨ୟ କରନ୍ତିୟ 11:23

Následuj nás:

Reklamy


Reklamy