୨ୟ କରନ୍ତିୟ 10:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଜନ୍ଲକ୍ମନ୍ ଆମେ ନିଜେ ବଡ୍ଲକ୍ ବଲି ବାବିଅଇଲାଇନି, ସେମନର୍ ସଙ୍ଗ୍ ସମାନ୍ ଅଇବାକେ ଆମେ ମନ୍ କରୁନାଇ । ସେମନ୍ ସବୁର୍ଟାନେ ଅନି ଆମେ ଆକା ଜାନିଆଚୁ ବଲି ବୁଲ୍ ଚିନ୍ତା କଲାଇନି । ସେମନ୍ ସତଇସେ ବକୁଆ । ନିଜ୍କେ ନାପ୍ବାକେ, ନାପି ଅଇବାଟା ନିଜେ ତିଆର୍ କଲାଇନି । ନିଜ୍କେ ବିଚାର୍ କର୍ବାକେ ପରିକା ନିଜେ ତିଆର୍ କଲାଇନି । Viz kapitola |