୨ୟ କରନ୍ତିୟ 10:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି । Viz kapitola |