୨ୟ କରନ୍ତିୟ 1:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ତେବେ ମୁଇ ଏନ୍ତାରି ମନ୍ କଲାକେ ମକେ ତମେ ଦୁଇ ମନିଆ ଲକ୍ ବଲି ବାବ୍ଲାସ୍ନି କାଇକି । ନିଜର୍ ମନ୍ କଲା ଇସାବେ ଚିନ୍ତା କର୍ବା ଗଟେକ୍ ଲକର୍ପାରା ତମେ ମକେ ବାବ୍ଲାସ୍ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍ ମନେ ସେ ନ ଆସେ, ବଲି ବାବ୍ଲାସ୍ କାଇକି । Viz kapitola |