୨ୟ କରନ୍ତିୟ 1:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍ ଅଲପ୍ ବୁଜ୍ଲାସ୍ନି । ମାତର୍ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍ ବୁଜି ପାର୍ସା । ଜେନ୍ତାରି କି, ଆମର୍ ମାପ୍ରୁ ଜିସୁ ବାଉଡ୍ଲା ଦିନେ, ତମେ ଆମର୍ ଲାଗି ସାର୍ଦା କର୍ସା, ସେନ୍ତାରିସେ ଆମେ ମିସା ତମର୍ଲାଗି ସାର୍ଦା କର୍ବୁ । Viz kapitola |