୧ମ ତିମତି 1:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ । Viz kapitola |