୧ ତେସଲନିକିୟ 2:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ତମେତା ନିକ କରି ଜାନାସ୍ । ଆମେ କେବେ ମିସା ତମ୍କେ ସାର୍ଦା କରାଇବା କାତା କଇ ନ ରଇଲୁ । ଆମର୍ ଲବ୍ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍ଲଗେ କାରାପ୍ ବେବାର୍ କରି ନ ରଇଲୁ । ଏ ବିସଇଟାନେ ପର୍ମେସର୍ ଆମର୍ ସାକି । Viz kapitola |