ତୀତସ 3:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ। Viz kapitolaପବିତ୍ର ବାଇବଲ (Re-edited) - (BSI)11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହାତ ତୁମ୍ଭେ ଜାଣ। Viz kapitolaଓଡିଆ ବାଇବେଲ11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ । Viz kapitolaପବିତ୍ର ବାଇବଲ (CL) NT (BSI)11 ତୁମେ ଜାଣିଛ, ଏଭଳି ବ୍ୟକ୍ତି କିପରି ଦୁର୍ନୀତିଗ୍ରସ୍ତ - ତା’ର କାର୍ଯ୍ୟକଳାପ ଦ୍ୱାରା ସେ ଆପଣାକୁ ପାପିଷ୍ଠ ବୋଲି ନିଜେ ପ୍ରମାଣିତ କରେ। Viz kapitolaପବିତ୍ର ବାଇବଲ11 ଯଦି ତା'ପରେ ମଧ୍ୟ ସେ ପୁନଃ ତର୍କବିତର୍କ କରେ, ତା’ ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସେଭଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ। Viz kapitola |