ରତର ବିବରଣ 1:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)14 ଏଥିରେ ସେମାନେ ପୁନର୍ବାର ଉଚ୍ଚୈଃସ୍ଵରରେ ରୋଦନ କଲେ, ପୁଣି ଅର୍ପା ଆପଣା ଶାଶୁକୁ ଚୁମ୍ଵନ କଲା, ମାତ୍ର ରୂତ ତାକୁ ଧରି ରହିଲା। Viz kapitolaଓଡିଆ ବାଇବେଲ14 ଏଥିରେ ସେମାନେ ପୁନର୍ବାର ଉଚ୍ଚୈଃସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା। Viz kapitolaପବିତ୍ର ବାଇବଲ14 ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା। Viz kapitola |