ରୋମୀୟ 3:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 କିମ୍ବା ଈଶ୍ବର କି କେବଳ ଯିହୁଦୀମାନଙ୍କର ଈଶ୍ବର? ସେ କି ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ବର ନୁହଁନ୍ତି? ହଁ, ଅଣଯିହୁଦୀମାନଙ୍କର ମଧ୍ୟ। Viz kapitolaପବିତ୍ର ବାଇବଲ (Re-edited) - (BSI)29 କିମ୍ଵା ଈଶ୍ଵର କି କେବଳ ଯିହୁଦୀମାନଙ୍କର ଈଶ୍ଵର? ସେ କି ବିଜାତିମାନଙ୍କର ମଧ୍ୟ ଈଶ୍ଵର ନୁହନ୍ତି? ହଁ, ବିଜାତିମାନଙ୍କର ମଧ୍ୟ। Viz kapitolaଓଡିଆ ବାଇବେଲ29 କିମ୍ବା ଈଶ୍ୱର କି କେବଳ ଯିହୂଦୀମାନଙ୍କର ଈଶ୍ୱର ? ସେ କି ଅଣଯିହୂଦୀମାନଙ୍କର ମଧ୍ୟ ଈଶ୍ୱର ନୁହଁନ୍ତି ? ହଁ, ଅଣଯିହୂଦୀମାନଙ୍କର ମଧ୍ୟ । Viz kapitolaପବିତ୍ର ବାଇବଲ (CL) NT (BSI)29 ଈଶ୍ୱର କଅଣ କେବଳ ଇହୁଦୀମାନଙ୍କର ଈଶ୍ୱର? ସେ କଅଣ ଅଣଇହୁଦୀମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ନିଶ୍ଚୟ ସେ ସମସ୍ତଙ୍କର ଈଶ୍ୱର। Viz kapitolaପବିତ୍ର ବାଇବଲ29 ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। Viz kapitola |