ରୋମୀୟ 16:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, Viz kapitolaପବିତ୍ର ବାଇବଲ (Re-edited) - (BSI)1 କେଙ୍କ୍ରେୟାସ୍ଥ ମଣ୍ତଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, Viz kapitolaଓଡିଆ ବାଇବେଲ1 କେଙ୍କ୍ରେୟାସ୍ଥ ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, Viz kapitolaପବିତ୍ର ବାଇବଲ (CL) NT (BSI)1 କେଙ୍କ୍ରେସ୍ଥିତ ମଣ୍ଡଳୀର ଜଣେ ସେହିବିକା ଭଉଣୀ ଫିବେଙ୍କୁ ସୁପାରିସ୍ କରୁଛି। Viz kapitolaପବିତ୍ର ବାଇବଲ1 ମୁଁ, ତୁମ୍ଭକୁ କେଙ୍କ୍ରେୟା ନଗରୀର ମଣ୍ତଳୀର ବିଶେଷ ସେବିକା, ଆମ୍ଭର ଧର୍ମ ଭଉଣୀ ଫୈବୀଙ୍କୁ ସୁପାରିଶ କରୁଛି। Viz kapitola |