ରୋମୀୟ 11:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ। Viz kapitolaପବିତ୍ର ବାଇବଲ (Re-edited) - (BSI)18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ। Viz kapitolaଓଡିଆ ବାଇବେଲ18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ । Viz kapitolaପବିତ୍ର ବାଇବଲ (CL) NT (BSI)18 ତେଣୁ ତୁମ୍ଭେମାନେ ଛିନ୍ନ କରାଯାଇଥିବା ଶାଖାଗୁଡ଼ିକୁ ହେୟଜ୍ଞାନ କର ନାହିଁ। ତୁମ୍ଭେମାନେ କାହିଁକି ଗର୍ବ କରିବ? ତୁମ୍ଭେମାନେ ତ କେବଳ ଶାଖା- ବୃକ୍ଷ ମୂଳକୁ ତୁମ୍ଭେମାନେ ପ୍ରତିପାଳନ କରୁ ନାହଁ, ବରଂ ମୂଳ ତୁମକୁ ପୁଷ୍ଟ କରୁଛି। Viz kapitolaପବିତ୍ର ବାଇବଲ18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। Viz kapitola |