ପ୍ରକାଶିତ 18:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ୱର ଏହା କହିବାର ଶୁଣିଲି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ; Viz kapitolaପବିତ୍ର ବାଇବଲ (Re-edited) - (BSI)4 ପରେ ମୁଁ ସ୍ଵର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଳେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ; Viz kapitolaଓଡିଆ ବାଇବେଲ4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ; Viz kapitolaପବିତ୍ର ବାଇବଲ (CL) NT (BSI)4 ଏହାପରେ ମୁଁ ଶୁଣିଲି, ସ୍ୱର୍ଗରୁ ଅନ୍ୟ ଗୋଟିଏ ବାଣୀ ଉଚ୍ଚାିତ ହେଉଛି:- “ମୋର ଲୋକମାନେ ସମସ୍ତେ ବାହାରି ଆସ। ତାହା ନିକଟରୁ ବାହାରି ଆସ! ତୁମ୍ଭେମାନେ ତା’ର ପାପରେ ଆଉ ଲିପ୍ତ ହୋଇ ରୁହ ନାହିଁ; ସେ ଯେଉଁ ଶାସ୍ତି ପାଇବ, ତହିଁର ଅଂଶୀଦାର ହୁଅ ନାହିଁ! Viz kapitolaପବିତ୍ର ବାଇବଲ4 ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ। Viz kapitola |