ପ୍ରକାଶିତ 13:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ। Viz kapitolaପବିତ୍ର ବାଇବଲ (Re-edited) - (BSI)17 ପୁଣି ସେହି ଚିହ୍ନ, ଅର୍ଥାତ୍, ପଶୁର ନାମ କିମ୍ଵା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ। Viz kapitolaଓଡିଆ ବାଇବେଲ17 ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ । Viz kapitolaପବିତ୍ର ବାଇବଲ (CL) NT (BSI)17 ପଶୁର ନାମ ବା ସେହି ନାମର ପ୍ରତୀକ ଏକ ସଂଖ୍ୟା ଧାରଣ କରି ନ ଥିବା କେହି କ୍ରୟ ବିକ୍ରୟ କରିପାରିବେ ନାହିଁ ବୋଲି ପଶୁ ଆଦେଶ ଦେଲା। Viz kapitolaପବିତ୍ର ବାଇବଲ17 ଯେଉଁ ମନୁଷ୍ୟ ସେହି ପଶୁର ନାମ କିମ୍ବା ତାହାର ନାମର ସଂଖ୍ୟା ଧାରଣ କରି ନ ଥିବ, ସେ କୌଣସି ଜିନିଷ କିଣାବିକା କରି ପାରିବ ନାହିଁ। Viz kapitola |