ଗୀତସଂହିତା 39:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି; ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି; ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି; Viz kapitolaପବିତ୍ର ବାଇବଲ (Re-edited) - (BSI)3 ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା; ଭାବୁ ଭାବୁ ଅଗ୍ନି ପ୍ରଜ୍ଵଳିତ ହେଲା; ତେବେ ମୁଁ ଆପଣା ଜିହ୍ଵାରେ କଥା କହିଲି; Viz kapitolaଓଡିଆ ବାଇବେଲ3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି; ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି; ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି; Viz kapitolaପବିତ୍ର ବାଇବଲ3 ମୁଁ ଅତି କ୍ରୋଧିତ ଥିଲି। ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି। ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି। Viz kapitola |