ହିତୋପଦେଶ 21:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି। Viz kapitolaପବିତ୍ର ବାଇବଲ (Re-edited) - (BSI)6 ମିଥ୍ୟାବାଦୀ ଓଷ୍ଠ ଦ୍ଵାରା ପ୍ରାପ୍ତ ଧନ ଏଣେ ତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ଵେଷଣ କରନ୍ତି, ସେମାନେ ମୃତ୍ୟୁ ଅନ୍ଵେଷଣ କରନ୍ତି। Viz kapitolaଓଡିଆ ବାଇବେଲ6 ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେ ତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି। Viz kapitolaପବିତ୍ର ବାଇବଲ6 ଯଦି ତୁମ୍ଭେ ଠକିକରି ଧନ ଅର୍ଜ୍ଜନ କରିଥାଅ, ସେହି ଧନ ଶୀଘ୍ର ଗ୍ଭଲିଯିବ, ଠିକ୍ ବାଷ୍ପପରି। ସେହି ଧନ ମୃତ୍ୟୁ ଆଡ଼କୁ ପରିଗ୍ଭଳିତ ହେବ। Viz kapitola |