ଫିଲୀମନ 1:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ; Viz kapitolaପବିତ୍ର ବାଇବଲ (Re-edited) - (BSI)18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖ; Viz kapitolaଓଡିଆ ବାଇବେଲ18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋ' ହିସାବରେ ଲେଖିରଖ; Viz kapitolaପବିତ୍ର ବାଇବଲ (CL) NT (BSI)18 ସେ ଯଦି ତୁମର କିଛି କ୍ଷତି କରିଥାଏ, କିମ୍ବା ତୁମକୁ ତା’ର କିଛି ଦେବାର ଥାଏ, ତାହା ମୋ’ ହିସାବରେ ଲେଖି ଦିଅ। Viz kapitolaପବିତ୍ର ବାଇବଲ18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା'ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। Viz kapitola |