Online Bible

- Reklamy -




ମାର୍କ 7:31 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ପୁନର୍ବାର ସେ ସୋର ସହରର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲି ସହରର ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

31 ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲି ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ।

Viz kapitola kopírovat

ଓଡିଆ ବାଇବେଲ

31 ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲୀ ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

31 ତା’ପରେ ଯୀଶୁ ସୋର ଅଞ୍ଚଳରୁ ସୀଦୋନକୁ ପ୍ରସ୍ଥାନ କରି ସେଠାରୁ ଦେକାପଲ୍ଲୀ ପ୍ରଦେଶ ଭିତର ଦେଇ ଗାଲିଲୀ କୂଳରେ ଆସି ପହଞ୍ôଚଲେ।

Viz kapitola kopírovat

ପବିତ୍ର ବାଇବଲ

31 ତା'ପରେ ଯୀଶୁ ସୋର ଆଖ ପାଖ ଅଞ୍ଚଳ ଛାଡ଼ି ଦେକାପଲି ରାସ୍ତାରେ ସୀଦୋନ ହୋଇ ଗାଲିଲୀ ହ୍ରଦ ପାଖକୁ ଆସିଲେ।

Viz kapitola kopírovat




ମାର୍କ 7:31

Následuj nás:

Reklamy


Reklamy