ମାର୍କ 7:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ପୁଣି, ସେ ଘରକୁ ଯାଇ ପିଲାଟି ଶଯ୍ୟାରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)30 ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା। Viz kapitolaଓଡିଆ ବାଇବେଲ30 ପୁଣି, ସେ ଘରକୁ ଯାଇ ପିଲାଟି ଶେଯରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା । Viz kapitolaପବିତ୍ର ବାଇବଲ (CL) NT (BSI)30 ସ୍ତ୍ରୀ ଲୋକଟି ଘରକୁ ଫେରିଯାଇ ଦେଖିଲା ଯେ ତା’ ଝିଅଟି ବିଛଣାରେ ଶୋଇଛି ଏବଂ ପ୍ରକୃତରେ ଭୂତ ତାକୁ ଛାଡ଼ି ଚାଲି ଯାଇଛି। Viz kapitolaପବିତ୍ର ବାଇବଲ30 ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଗ୍ଭଲି ଯାଇଛିା Viz kapitola |