ମାର୍କ 6:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା। Viz kapitolaପବିତ୍ର ବାଇବଲ (Re-edited) - (BSI)28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା। Viz kapitolaଓଡିଆ ବାଇବେଲ28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା । Viz kapitolaପବିତ୍ର ବାଇବଲ (CL) NT (BSI)28 ପ୍ରହରୀ କାରାଗାରକୁ ଯାଇ ଯୋହନଙ୍କ ଶିରଛେଦନ କଲା ଏବଂ ମୁଣ୍ଡଟିକୁ ଥାଳୀରେ ରଖି ସେହି ଝିଅଟିକୁ ଦେଲା। ସେ ତାହା ନେଇ ମା’କୁ ଦେଲା। Viz kapitolaପବିତ୍ର ବାଇବଲ28 ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। Viz kapitola |