ମାର୍କ 6:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ। Viz kapitolaପବିତ୍ର ବାଇବଲ (Re-edited) - (BSI)24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ, ବାପ୍ତିଜକସସ ଯୋହନର ମସ୍ତକ। Viz kapitolaଓଡିଆ ବାଇବେଲ24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ । Viz kapitolaପବିତ୍ର ବାଇବଲ (CL) NT (BSI)24 ଝିଅ ମା’ ପାଖକୁ ଯାଇ ପଚାରିଲା, “କଅଣ ମାଗିବି?” ସଙ୍ଗେ ସଙ୍ଗେ ହେରୋଦିଆ କହିଲା, “ଦୀକ୍ଷାଦାତା ଯୋହନର ମୁଣ୍ଡ।” Viz kapitolaପବିତ୍ର ବାଇବଲ24 ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?” ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।” Viz kapitola |