ମାର୍କ 14:45 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା। Viz kapitolaପବିତ୍ର ବାଇବଲ (Re-edited) - (BSI)45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ବହୁତ ଚୁମ୍ଵନ କଲା। Viz kapitolaଓଡିଆ ବାଇବେଲ45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା । Viz kapitolaପବିତ୍ର ବାଇବଲ (CL) NT (BSI)45 ଯିହୁଦା ଆସି ପହଞ୍ଚିବାକ୍ଷଣି ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ “ଗୁରୁ” ବୋଲି ସମ୍ବୋଧନ କରି ଚୁମ୍ବନ ଦେଲା। Viz kapitolaପବିତ୍ର ବାଇବଲ45 ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା'ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। Viz kapitola |