ମାର୍କ 14:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? Viz kapitolaପବିତ୍ର ବାଇବଲ (Re-edited) - (BSI)4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? Viz kapitolaଓଡିଆ ବାଇବେଲ4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା ? Viz kapitolaପବିତ୍ର ବାଇବଲ (CL) NT (BSI)4 ସେଠାରେ ଥିବା କେତେକ ଲୋକ ତାହାର ଏହି କାର୍ଯ୍ୟ ଦେଖି ବିରକ୍ତ ହେଲେ ଏବଂ ପରସ୍ପର ଭିତରେ କୁହାକୁହି ହେଲେ, “ଏହି ସଗନ୍ଧି ତୈଳକୁ ଏପରି ଭାବରେ ନଷ୍ଟ କରିଦେବା ଉଚିତ୍ ହେଲା କି? Viz kapitolaପବିତ୍ର ବାଇବଲ4 ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା? Viz kapitola |