ମାର୍କ 14:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। Viz kapitolaପବିତ୍ର ବାଇବଲ (Re-edited) - (BSI)20 ଯୀଶୁ ସେମାନଙ୍କୁ କହିଲେ, ଦ୍ଵାଦଶଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। Viz kapitolaଓଡିଆ ବାଇବେଲ20 ଯୀଶୁ ସେମାନଙ୍କୁ କହିଲେ, ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋ' ସହିତ ପାତ୍ରରେ ହାତ ବୁଡ଼ାଉଅଛି । Viz kapitolaପବିତ୍ର ବାଇବଲ (CL) NT (BSI)20 ଯୀଶୁ ଉତ୍ତର ଦେଲେ, “ତୁମ ବାର ଜଣ ଭିତରୁ ଜଣେ; ସେ ମୋ’ ସହିତ ଏକାପାତ୍ରରେ ରୋଟୀ ବୁଡ଼ାଇ ଖାଉଛି। Viz kapitolaପବିତ୍ର ବାଇବଲ20 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। Viz kapitola |