ମାର୍କ 13:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; Viz kapitolaପବିତ୍ର ବାଇବଲ (Re-edited) - (BSI)12 ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; Viz kapitolaଓଡିଆ ବାଇବେଲ12 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; Viz kapitolaପବିତ୍ର ବାଇବଲ (CL) NT (BSI)12 ସେହି ସମୟରେ ଲୋକେ ନିଜ ଭାଇମାନଙ୍କୁ ପ୍ରାଣଦଣ୍ଡ ପାଇବାକୁ ସର୍ମପଣ କରିବେ। ବାପାମାନେ ନିଜ ପିଲାମାନଙ୍କ ପ୍ରତି ସେହିପରି କରିବେ। ପିଲାମାନେ ନିଜ ପିତାମାତାଙ୍କ ବିଷୟରେ ଉଠି ସେମାନଙ୍କୁ ହତ୍ୟା କରାଇବେ। Viz kapitolaପବିତ୍ର ବାଇବଲ12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। Viz kapitola |