ମାର୍କ 12:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; Viz kapitolaପବିତ୍ର ବାଇବଲ (Re-edited) - (BSI)20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକି ବିବାହ କଲା ଓ ନିଃସନ୍ତାନ ହୋଇ ମଲା; Viz kapitolaଓଡିଆ ବାଇବେଲ20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; Viz kapitolaପବିତ୍ର ବାଇବଲ (CL) NT (BSI)20 ଏକଦା ସାତଜଣ ଭାଇ ଥିଲେ। ଜ୍ୟେଷ୍ଠ ଭାଇ ବିବାହ କରି ନିଃସନ୍ତାନ ହୋଇ ମରିଗଲା। Viz kapitolaପବିତ୍ର ବାଇବଲ20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। Viz kapitola |