ମାଥିଉ 9:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ସେ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା। Viz kapitolaଓଡିଆ ବାଇବେଲ25 କିନ୍ତୁ ଲୋକସମୂହ ବାହାରଯାଆନ୍ତେ ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା । Viz kapitolaପବିତ୍ର ବାଇବଲ (CL) NT (BSI)25 କିନ୍ତୁ ସେମାନେ ବାହାରି ଯିବା ପରେ ଯୀଶୁ ବାଳିକାର କୋଡରୀକୁ ଯାଇ ତା’ ହାତ ଧରି ଉହଠାଇଲେ ଓ ସେ ସଙ୍ଗେ ସଙ୍ଗେ ଉଠି ବସିଲା। Viz kapitolaପବିତ୍ର ବାଇବଲ25 ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। Viz kapitola |