Online Bible

- Reklamy -




ମାଥିଉ 9:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

24 ବାଳିକାଟି ତ ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।

Viz kapitola kopírovat

ଓଡିଆ ବାଇବେଲ

24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

24 ଯୀଶୁ କହିଲେ, “ସମସ୍ତେ ଏଠାରୁ ବାହାରି ଯାଅ। ଝିଅଟି ମରି ନାହିଁ। କେବଳ ଶୋଇଛି।” ତାଙ୍କ କଥା ଶୁଣି ସେମାନେ ପରିହସ କଲେ।

Viz kapitola kopírovat

ପବିତ୍ର ବାଇବଲ

24 ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।

Viz kapitola kopírovat




ମାଥିଉ 9:24

Následuj nás:

Reklamy


Reklamy