ମାଥିଉ 25:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)5 ବରଙ୍କ ଆସିବାର ବିଳମ୍ଵ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ। Viz kapitolaଓଡିଆ ବାଇବେଲ5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । Viz kapitolaପବିତ୍ର ବାଇବଲ (CL) NT (BSI)5 ବର ଆସିବାରେ ବିଳମ୍ବ ହେବାରୁ କୁମାରୀମାନେ ଢ଼ୁଳେଇ ଢ଼ୁଳେଇ ଶୋଇ ପଡ଼ିଲେ। Viz kapitolaପବିତ୍ର ବାଇବଲ5 ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ। Viz kapitola |