ମାଥିଉ 24:50 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, Viz kapitolaପବିତ୍ର ବାଇବଲ (Re-edited) - (BSI)50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ତ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ତରେ ତାହାର ପ୍ରଭୁ ଆସିବେ, Viz kapitolaଓଡିଆ ବାଇବେଲ50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟରେ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, Viz kapitolaପବିତ୍ର ବାଇବଲ (CL) NT (BSI)50 ସେ ଅପେକ୍ଷା କରୁ ନ ଥିବା ସମୟରେ ହଠାତ୍ ଦିନେ ଯେତେବେଳେ ମାଲିକ ଫେରି ଆସିବେ, Viz kapitolaପବିତ୍ର ବାଇବଲ50 ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। Viz kapitola |