ମାଥିଉ 24:47 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। Viz kapitolaପବିତ୍ର ବାଇବଲ (Re-edited) - (BSI)47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ଵ ଉପରେ ନିଯୁକ୍ତ କରିବେ। Viz kapitolaଓଡିଆ ବାଇବେଲ47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ । Viz kapitolaପବିତ୍ର ବାଇବଲ (CL) NT (BSI)47 ମୁଁ ନିଶ୍ଚିତଭାବେ କହୁଛି, ସେଭଳି ଭୃତ୍ୟକୁ ମାଲିକ ଦିନେ ତାଙ୍କର ସକଳ ସମ୍ପତ୍ତିର ଦାୟିତ୍ୱରେ ରଖିବେ। Viz kapitolaପବିତ୍ର ବାଇବଲ47 ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ। Viz kapitola |