Online Bible

- Reklamy -




ମାଥିଉ 23:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।

Viz kapitola kopírovat

ଓଡିଆ ବାଇବେଲ

24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

24 “ଆରେ ଅନ୍ଧ ପଥପ୍ରଦର୍ଶକଗଣ, ତୁମେ କିଛି ପାନ କଲାବେଳେ କାଳେ ସେଥିରେ ପୋକଟିଏ ପଡ଼ିଥିବ ବୋଲି ତାକୁ ଛାଣି ଦେଇଥାଅ। କିନ୍ତୁ ତୁମେ ଗୋଟିଏ ଗୋଟିଏ ଓଟକୁ ପୁରା ଗିଳି ଖାଇ ଯାଇଥାଅ।

Viz kapitola kopírovat

ପବିତ୍ର ବାଇବଲ

24 ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।

Viz kapitola kopírovat




ମାଥିଉ 23:24

Následuj nás:

Reklamy


Reklamy