Online Bible

- Reklamy -




ମାଥିଉ 22:42 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

42 ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।

Viz kapitola kopírovat

ଓଡିଆ ବାଇବେଲ

42 ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କ'ଣ ? ସେ କାହାର ସନ୍ତାନ ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

42 “ମସୀହଙ୍କ ସମ୍ବନ୍ଧରେ ତୁମେ କଅଣ ଭାବୁଛ? ସେ କାହାର ବଂଶଧର?” ସେମାନେ ଉତ୍ତର ଦେଲେ, “ସେ ଦାଉଦଙ୍କର।”

Viz kapitola kopírovat

ପବିତ୍ର ବାଇବଲ

42 ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?” ସେମାନେ କହିଲେ, “ଦାଉଦଙ୍କ ପୁଅ।”

Viz kapitola kopírovat




ମାଥିଉ 22:42

Následuj nás:

Reklamy


Reklamy