Online Bible

- Reklamy -




ମାଥିଉ 21:37 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ‘କିନ୍ତୁ ମୋହର ପୁଅକୁ ସେମାନେ ମାନ୍ୟ କରିବେ,’ ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।

Viz kapitola kopírovat

ଓଡିଆ ବାଇବେଲ

37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

37 ଶେଷରେ ଜମି ମାଲିକ ନିଜ ପୁଅକୁ ରଇତମାନଙ୍କ ନିକଟକୁ ପଠାଇଲେ। ସେ ଭାବିଲେ, ସେମାନେ ତାଙ୍କ ପୁଅକୁ ନିଶ୍ଚୟ ଖାତିରି କରିବେ।

Viz kapitola kopírovat

ପବିତ୍ର ବାଇବଲ

37 ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’

Viz kapitola kopírovat




ମାଥିଉ 21:37

Následuj nás:

Reklamy


Reklamy