ମାଥିଉ 21:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ସେ ଉତ୍ତର ଦେଲା, “‘ମୋହର ଇଚ୍ଛା ନାହିଁ,’ କିନ୍ତୁ ପରେ ଅନୁତାପ କରି ଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)29 ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା। Viz kapitolaଓଡିଆ ବାଇବେଲ29 ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା । Viz kapitolaପବିତ୍ର ବାଇବଲ (CL) NT (BSI)29 ‘ନା, ମୁଁ କରିବି ନାହିଁ’ ବୋଲି ବଡ଼ ପୁଅ କହିଲା। କିନ୍ତୁ ପରେ ମନ ବଦଳାଇ କାମ କରିବାକୁ ଗଲା। Viz kapitolaପବିତ୍ର ବାଇବଲ29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା। Viz kapitola |