ମାଥିଉ 21:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 “ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ‘ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର।’” Viz kapitolaପବିତ୍ର ବାଇବଲ (Re-edited) - (BSI)28 ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର। Viz kapitolaଓଡିଆ ବାଇବେଲ28 ମାତ୍ର ତୁମ୍ଭେମାନେ କ'ଣ ମନେ କର ? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ । ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର । Viz kapitolaପବିତ୍ର ବାଇବଲ (CL) NT (BSI)28 “ଆଚ୍ଛା, ଏ ବିଷୟରେ ତୁମେ କ’ଣ ଭାବୁଛ, କୁହ। ଜଣେ ଲୋକର ଦୁଇପୁଅ ଥିଲେ। ଦିନେ ସେ ବଡ଼ ପୁଅକୁ କହିଲା, ‘ପୁଅରେ, ଆଜି ଆମ ଦ୍ରାକ୍ଷାକ୍ଷେତରେ ଯାଇ କାମ କର।’ Viz kapitolaପବିତ୍ର ବାଇବଲ28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’ Viz kapitola |