Online Bible

- Reklamy -




ମାଥିଉ 20:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

2 ଆଉ, ସେ ମୂଲିଆମାନଙ୍କ ସହିତ ଦିନକୁ ଆଠ ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ।

Viz kapitola kopírovat

ଓଡିଆ ବାଇବେଲ

2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

2 ଯେଉଁମାନଙ୍କୁ ପାଇଲା, ପ୍ରତ୍ୟେକଙ୍କୁ ଦୈନିକ ଗୋଟିଏ ଲେଖାଁ ରୌପ୍ୟମୁଦ୍ରା ମଜୁରୀ ଦେବାକୁ ଚୁକ୍ତି କରି ସେମାନଙ୍କୁ ତା’ କ୍ଷେତକୁ ପଠାଇଲା।

Viz kapitola kopírovat

ପବିତ୍ର ବାଇବଲ

2 ସେ ଶ୍ରମିକମାନଙ୍କୁ ସେଦିନ କାମ କରିବା ବାବଦରେ ଗୋଟିଏ ଗୋଟିଏ ରୌପ୍ୟ ମୁଦ୍ରା ଦେବା ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଗ୍ଭକୁ କାମ କରିବାକୁ ପଠାଇଦେଲେ।

Viz kapitola kopírovat




ମାଥିଉ 20:2

Následuj nás:

Reklamy


Reklamy