ମାଥିଉ 19:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି? Viz kapitolaପବିତ୍ର ବାଇବଲ (Re-edited) - (BSI)20 ସେହି ଯୁବକ ତାହାଙ୍କୁ କହିଲେ, ଏହିସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଊଣା ଅଛି? Viz kapitolaଓଡିଆ ବାଇବେଲ20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କ'ଣ ଉଣା ଅଛି ? Viz kapitolaପବିତ୍ର ବାଇବଲ (CL) NT (BSI)20 ଯୁବକ ଉତ୍ତର ଦେଲା, “ଏସବୁ ଆଜ୍ଞା ମୁଁ ପାଳନ କରିଛି। ମୋର ଆଉ କ’ଣ କରିବା ଦରକାର?” Viz kapitolaପବିତ୍ର ବାଇବଲ20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?” Viz kapitola |